ଏହି ୭ ଜରୁରୀ ସେବା ପାଇଁ ବ୍ୟାଙ୍କକୁ ଦେବାକୁ ପଡିବ ଏତିକି ଟଙ୍କା ଚାର୍ଜ ……

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୫-୨୦୨୧ ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ କୌଣସି ନା କୌଣସି ବ୍ୟାଙ୍କର ସଞ୍ଚୟ ଖାତା ଅଛି । ଆପଣଙ୍କ ପାଖରେ ବି ଥିବ । ମାତ୍ର ଏହି ସଞ୍ଚୟ ଖାତା ମାଗଣା ମିଳିନଥାଏ । ଏହି ଖାତା ପାଇଁ କିଛି ଶୁଳ୍କ ଦେବାକୁ ପଡେ ଯାହାକୁ ବ୍ୟାଙ୍କ ବିଭିନ୍ନ ସେବା ଆକାରରେ ନେଇଥାଏ । ଯଦି ଆପଣଙ୍କ ପାଖରେ ସଞ୍ଚୟ ଖାତା ଅଛି, ତେବେ ଜାଣନ୍ତୁ ଯେ ଷ୍ଟେଟ୍ ବ୍ୟାଙ୍କ ଅଫ୍ … Continue reading ଏହି ୭ ଜରୁରୀ ସେବା ପାଇଁ ବ୍ୟାଙ୍କକୁ ଦେବାକୁ ପଡିବ ଏତିକି ଟଙ୍କା ଚାର୍ଜ ……